କାଳିଆ - Matira Swara (ମାଟିର ସ୍ଵର)

Breaking Now

Monday, August 11, 2025

କାଳିଆ

    

         କାଳିଆ 

ଲୀଳାମୟ ତୁମେ ଆହେ ଜଗନ୍ନାଥ

କି ଖେଳା କରୁଛ କୁହ ପରମାର୍ଥ

ସମୟ ଘୁରୁଛି, ଅତିଭୟଙ୍କର

ନିଶାମୟ ରାତ୍ର ତୋତେ ତ ଗୋଚର

ଭକ୍ତ କାନ୍ଦୁଛି ରେ ତୋ ଦରଶନ ବିନୁ

ତୁ କି ବା ଝୁରୁଛୁ ଭକ୍ତ ର ସେ ଦିନୁ

କୋଟି ଜୀବନର ପ୍ରାଣ ପିଣ୍ଡ ତୁରେ

କାହିଁ ଡ଼ରାଉଛୁ ,ହର୍ଷିତ ଓଠରେ

ଚକାଡୋଳା ତୁହି ,ମୋ କାଳିଆରାଜା

ଭକ୍ତପ୍ରାଣ ତୁରେ ଉକ୍ତଳୀୟ ଧ୍ଵଜା ।


ସୃଜନୀ-ସୁରେଶ କୁମାର ମହାପାତ୍ର

No comments:

Post a Comment